ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଣ୍ଡଗୋଦା ଗାଁ ନିକଟରେ ଥିବା ମାଝୀ ପରିଡ଼ାଙ୍କ ସେତୁ ନିକଟରେ ନଦୀ ଭିତରେ ଏକ ଅଜଣା ଯୁବକଙ୍କ ଶବ ଭାସୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଥିଲେ। ମୃତଦେହ ଦେଖି ତୁରନ୍ତ ବ୍ରହ୍ମଗିରି ଦମକଳ ବାହିନୀକୁ ଖବର ଦେଇ ଥିଲେ। ଖବର ପାଇ ବ୍ରହ୍ମଗିରିରୁ ଦମକଳ ବାହିନୀ ପହଁଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ଖବର ପାଇ ବ୍ରହ୍ମଗିରି ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଲୁଣା ନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2022/06/dead-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)