ପାରଳାଖେମୁଣ୍ଡି: ପାରଳାଖମୁଣ୍ଡି ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାକୁ ୩ ସପ୍ତାହରୁ ଅଧିକ ସମୟ ହେଲାଣି । ଏପର୍ଯ୍ୟନ୍ତ ପୁଲିସ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ପରିବାର ଲୋକ, ପତ୍ନୀ ବିଦ୍ୟାଭାରତୀ, ଡିଏଫଓ, ରୋଷେୟାଙ୍କୁ ଜେରା ଭି୍ତରେ ସୀମିତ ରହି ଯାଇଛି ପୁଲିସର ତଦନ୍ତ । ଏହି ସବୁ ଭିତରେ ଆଜି ପୁଣି ଥରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ପୁଲିସ । ଏନେଇ କପ୍ତିପଦାରେ ୪ ଜଣିଆ ତଦନ୍ତକାରୀ ଟିମ୍ ପହଂଚିଛି । ପୁଲିସ ହାତରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଥିବା ସନ୍ଦେହ କରାଯାଉଛି । ଏହି ତଥ୍ୟ ନେଇ ବିଦ୍ୟାଭାରତୀଙ୍କୁ ଆଜି ପୁଣି ଥରେ ପଚରାଉଚରା କରିବ ପୁଲିସ ।
ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା ପାଇଁ କପ୍ତିପଦାରେ ପହଞ୍ଚିଲା ୪ ଜଣିଆ ତଦନ୍ତକାରୀ ଟିମ୍
/sambad/media/post_attachments/wp-content/uploads/2021/08/Divyabharti_Thumbnail.jpg)