କଲେଜ ଫି’ କୋହଳ କରିବାକୁ ଦାବି

ବୌଦ୍ଧ: ଚଳିତ ବର୍ଷ ଯୁକ୍ତ ତିନି ପାଠ୍ୟକ୍ରମର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଫି’ରେ ବୃଦ୍ଧି ଘଟିଛି। ପୂର୍ବରୁ ୨,୦୩୦ ଟଙ୍କା ଥିବା ବେଳେ ଏବେ ୨,୬୫୦ ଟଙ୍କା ହୋଇଛି। ତେଣୁ ପୂର୍ବ ଫି’କୁ ବଳବତ୍ତର ରଖିବା ପାଇଁ ବୌଦ୍ଧ ପଞ୍ଚାୟତ କଲେଜର ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଏ ବିଷୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର