ଏସ୍‌ସିବିରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ‌ରୋଗୀଙ୍କ ସଂଖ୍ୟା, ୫ମାସରେ ୭୦ ଡେଙ୍ଗୁ ରୋଗୀ ଚିହ୍ନଟ

କଟକ : ଏସ୍‌ସିବିରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ‌ରୋଗୀଙ୍କ ସଂଖ୍ୟା। ସପ୍ତାହରେ ୫/୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ, ଜୁନ୍‌ରେ କେବଳ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗଲା ୫ମାସ ଭିତରେ ୭୦ ଡେଙ୍ଗୁ ‌ରୋଗୀ ଏସ୍‌ସିବିରେ ଚିହ୍ନଟ ହେଲେଣି। ସେଥିରୁ ବେଙ୍ଗାଲୁରୁ ଫେରନ୍ତା ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି। କିନ୍ତୁ ଖୁବ୍‌ଶୀଘ୍ର ୱାର୍ଡ ଖୋଲାଯିବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର