କାହାକୁ କେଉଁ ବିଭାଗ

ନବୀନ ପଟ୍ଟନାୟକ – ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯାଗ ଓ ଆବଣ୍ଟିତ ‌େହାଇନଥିବା ଅନ୍ୟ ବିଭାଗ
ନିରଞ୍ଜନ ପୂଜାରୀ – ଅର୍ଥ ଓ ଅବକାରୀ
ବିକ୍ରମ କେଶରୀ ଆରୁଖ – ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର
ପ୍ରଫୁଲ୍ଲ କୁମାର ମଲ୍ଲିକ – ଇସ୍ପାତ ଓ ଖଣି, ପୂର୍ତ୍ତ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ
ପଦ୍ମନାଭ ବେହେରାେ – ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ
ପ୍ରତାପ ଜେନା – ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ
ଅରୁଣ କୁମାର ସାହୁ – କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁସମ୍ପଦ ବିକାଶ, ଉଚ୍ଚଶିକ୍ଷା ବିଭାଗ
ସୁଦାମ ମାରାଣ୍ଡି – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ସୁଶାନ୍ତ ସିଂ – ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
ନବ କିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଟୁକୁନି ସାହୁ – ମହିଳା ଓ ଶିଶୁ କଲ୍ୟାଣ ଏବଂ ମିସନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ ପାହ୍ୟା (ସ୍ବାଧୀନ)

ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ
ଦିବ୍ୟଶଙ୍କର ମିଶ୍ର – ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ
ଅଶୋକ ଚନ୍ଦ୍ର ପଣ୍ଡା – ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉେଦ୍ୟାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ସମୀର ରଂଜନ ଦାଶ – ବିଦ୍ୟାଳୟ ଓ ଗଣଶିକ୍ଷା
ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ରଘୁନନ୍ଦନ ଦାସ – ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ
ପଦ୍ମିନୀ ଦିଆନ୍ – ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
ତୁଷାରକାନ୍ତି ବେହେରା – ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା

ରାଷ୍ଟ୍ରମନ୍ତ୍ରୀ

ଦିବ୍ୟଶଙ୍କର ମିଶ୍ର – ଗୃହ

ସମ୍ବନ୍ଧିତ ଖବର