ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ମିଶନ ଶକ୍ତି ଉପସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗଣଶିକ୍ଷା ବିଭାଗର ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ବରିଷ୍ଠ ଆଇଏଏସ ଅଧିକାରୀ ମାନେ ବିଭିନ୍ନ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରୁଛନ୍ତି। ଏହିକ୍ରମରେ, ମିଶନ ଶକ୍ତି ନିର୍ଦ୍ଦେଶାଳୟର ଉପ ସଚିବ ବିନୋଦ କୁମାର କୁମାର ଜେନା ନିଜେ ପାଠ ପଢିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ମଧୂପଡା ଗ୍ରାମରେ ଥିବା ବରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଆପଣାଇଛନ୍ତି।

ସମ୍ବନ୍ଧିତ ଖବର