ବରଗଡ଼ : ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧନୁଯାତ୍ରାର ଦୁଇଟି ଆପ୍କୁ ଲୋକାର୍ପିତ କରିଛନ୍ତି। ଡିଆଇପିଆର୍ଓ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଇମ୍ପରିଏଲ୍ କଲେଜ୍ ଓ ବିକାଶ ଶିକ୍ଷାନୁଷ୍ଠାନ ସମୂହ ଦ୍ବାରା ପ୍ରସ୍ତୁତ ୨ଟି ଲୋକାର୍ପିତ ହୋଇଛି।
ଏସ୍ପି ସ୍ମିତ ପି ପାରମାର, ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ଵର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/16-18.jpg)