ଧନୁଯାତ୍ରା ମହୋତ୍ସବ ଆପ୍‌ ଲୋକାର୍ପିତ

ବରଗଡ଼ : ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରେ  ଜିଲ୍ଲାପାଳ  ମୋନିଷା ବାନାର୍ଜୀ ଧନୁଯାତ୍ରାର ଦୁଇଟି ଆପ୍‌କୁ ଲୋକାର୍ପିତ କରିଛନ୍ତି। ଡିଆଇପିଆର୍‌ଓ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ  ଉତ୍ସବରେ  ଇମ୍ପରିଏଲ୍ କଲେଜ୍‌ ଓ ବିକାଶ ଶିକ୍ଷାନୁଷ୍ଠାନ ସମୂହ ଦ୍ବାରା ପ୍ରସ୍ତୁତ ୨ଟି ଲୋକାର୍ପିତ ହୋଇଛି।

ଏସ୍‌ପି ସ୍ମିତ ପି ପାରମାର, ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ଵର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ  ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର