ଡିଆଇଜି ଆଶିଷ ସିଂହଙ୍କୁ ଏସଟିଏଫର ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନୂଆକରି ନିଯୁକ୍ତି ପାଇଥିବା ଡିଆଇଜି ଆଇପିଏସ ଆଶିଷ କୁମାର ସିଂହଙ୍କୁ ଆଜି ରାଜ୍ୟ ସ୍ବତନ୍ତ୍ର ଟାସ୍କ ଫୋର୍ସର ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଇଜି ଯତୀନ୍ଦ୍ର କୋଏଲଙ୍କୁ ବ୍ରହ୍ମପୁର ରେଞ୍ଜକୁ ବଦଳି କରାଯିବା ପରେ ଏସଟିଏଫ ମୁଖ୍ୟ ପଦବି ଖାଲି ପଡ଼ିଥିଲା। ଶୁକ୍ରବାର ଆଶିଷ କୁମାର ସିଂହଙ୍କ ଅତିରିକ୍ତ ଦାୟିତ୍ବ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର