ବାରିପଦା: ମୟୂରଭଂଜ ମିରର୍ ଟିମ୍ ବାଙ୍ଗିରିପୋଷି ନିକଟ କୁଣ୍ଡଳବଣି ଜଙ୍ଗଲ ମଧ୍ୟରେ ଲୋକଲୋଚନ ଆଢୁଆଳରେ ରହିଥିବା ୧୦୦୦ ଫୁଟ୍ରୁ ଅଧିକ ଉଚ୍ଚର ଏକ ଜଳପ୍ରପାତର ଆବିଷ୍କାର କରିଛନ୍ତି। ଯେଉଁ ଜଳପ୍ରପାତଟି ଘୋଡ଼ାଗାଧୁଆ ଜଳପ୍ରପାତ ନାମରେ ନାମିତ ହୋଇଛି। ଏପରି ସମୟରେ ମୟୂରଭଂଜ ମିରର୍ ଟିମ୍ର କୁମାରେଶ ନାୟକ, ଲୋକେଶ୍ବର ଭଂଜ, ରଂଜିତ ପଲେଇ, ଜୟପ୍ରକାଶ ସିଂହ, ଋଷିରାଜ ପଟ୍ଟନାୟକ ତଥା ସହଯୋଗୀ ଜଳଡ଼ିହା ଗ୍ରାମର ଜଗବନ୍ଧୁ ପାତ୍ର, ପ୍ରମୋଦ ପାତ୍ର, ସୁଶିଲ କୁମାର ମାର୍ଣ୍ଡି ପ୍ରମୁଖଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛିି।
୧୦୦୦ ଫୁଟ୍ର ଜଳପ୍ରପାତ ଆବିଷ୍କାର
/sambad/media/post_attachments/wp-content/uploads/2022/09/water-fall.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)