ବାରିପଦା: ଜେଇଇ ପରୀକ୍ଷା ଦେବା ପାଇଁ ବାରିପଦାରୁ ଭୁବନେଶ୍ବର ଯାଇଥିବା ଜଣେ ପରୀକ୍ଷାର୍ଥୀ ସୁବ୍ରତ କୁମାର ଦାସଙ୍କ ଭୁବନେଶ୍ବର ଗସ୍ତର ସମସ୍ତ ବ୍ୟବସ୍ଥା କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ସୁବ୍ରତଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇ ତାଙ୍କୁ ଭୁବନେଶ୍ବର ପଠାଯାଇଥିଲା। ସେହିପରି ଭୁବନେଶ୍ବରରେ ତାଙ୍କର ରହିବା ନେଇ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ଜେଇଇ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବର ଗସ୍ତରେ ଜିଲ୍ଲାପ୍ରଶାସନର ସହଯୋଗ
/sambad/media/post_attachments/wp-content/uploads/2020/08/dhdg4jdgj46dg4j65dgdgjgjdgjdjgjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)