‘ସମ୍ବାଦ-ଆମ ଓଡ଼ିଶା’ କୁଇଜ୍ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ଫଳାଫଳ

ଭୁବନେଶ୍ବର : ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଗତ ୧୯ ତାରିଖ ଅନଲାଇନରେ ଅନୁଷ୍ଠିତ ବାର୍ଷିକ କୁଇଜ୍ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ୩୦ଟି ଜିଲ୍ଲା ସହ ଭୁବନେଶ୍ବର, ଜୟପୁର, ରାଉରକେଲା, ରାଇରଙ୍ଗପୁର ଏବଂ ଭଂଜନଗରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ସ୍ଥାନୀୟ ସମ୍ବାଦ ଜିଲ୍ଲା କାର୍ଯ୍ୟାଳୟରେ ଆସନ୍ତା ୨୬ ତାରିଖ ରବିବାର ଦିନ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ। ଉକ୍ତ ଦିନ ସଂପୃକ୍ତ ପ୍ରତିଯୋଗୀମାନେ ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଭାଗନେବେ। ପ୍ରତିଯୋଗିତା ଠିକ୍ ଦିନ ୧୨ଟାରେ ଆରମ୍ଭ ହେବ। ପ୍ରତିଯୋଗିତାର ଅବଧି ମାତ୍ର ୧୫ ମିନିଟ୍। ଏଣୁ ବିଜୟୀ ପ୍ରତିଯୋଗୀମାନେ ସେପ୍ଟେମ୍ବର ୨୬ ତାରିଖ ରିବିବାର ଦିନ ନିଜ ନିଜ ମୋବାଇଲ ଧରି ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ସମ୍ବାଦ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟସ୍ତରୀୟ ଅନଲାଇନ୍ ପ୍ରତିଯୋଗତାରେ ଭାଗନେବା ସହିତ ଜିଲ୍ଲା ସ୍ତରୀୟ ପୁରସ୍କାର ଗ୍ରହଣ କରିବେ। ଅଧିକ ସୂଚନା ପାଇଁ ପ୍ରତିଯୋଗୀମାନେ ସଂପୃକ୍ତ ସମ୍ବାଦ ଜିଲ୍ଲା ପ୍ରତିନିଧିଙ୍କୁ ଯୋଗାଯୋଗ କରିପାରିବେ। ସେମାନଙ୍କର ଫୋନ୍ ନମ୍ବର ଜିଲ୍ଲାର ନାମ ସହିତ ନିମ୍ନ ଫଳାଫଳ ତାଲିକାରେ ଦିଆଯାଇଛି।

ସ୍ଥାନ ଛାତ୍ର/ଛାତ୍ରୀଙ୍କ ନାମ ବିଦ୍ୟାଳୟର ନାମ

ଭୁବନେଶ୍ବର ମହାନଗର: ଯୋଗାଯୋଗ ନମ୍ବର- 8763473501
୧ମ ସନ୍ତୋଷ ବରାଡ଼ ଭିଏସ୍ଏସ୍ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ
୨ୟ ଆହାନା ପାଇକରାୟ ସେଣ୍ଟ ଯୋଶେଫ ଉଚ୍ଚ ବିଦ୍ୟାଳୟ, ଖାରବେଳ ନଗର
୩ୟ ଶୁଭ ପ୍ରକାଶ ଧଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀ

ଖୋର୍ଦ୍ଧା: ଯୋଗାଯୋଗ ନମ୍ବର- 9437139892
୧ମ ଆଶୁତୋଷ ରଣସିଂହ ବାମନ ଉଚ୍ଚ ବଦ୍ୟାଳୟ, ବୋଲଗଡ଼
୨ୟ ପ୍ରିୟଦର୍ଶିନୀ ମିଶ୍ର ପଦ୍ମଚରଣ ବିଦ୍ୟାପୀଠ, ଲେଣ୍ଡୋ
୩ୟ ବିଜୟୀ ସୁନେନା କେନ୍ଦ୍ରୀୟ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ଼, ଜଟଣୀ

ନୟାଗଡ଼: ଯୋଗାଯୋଗ ନମ୍ବର-7008532622
୧ମ ଶୁଭସ୍ମିତା ସ୍ବାଇଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରାଜସୁନାଖଳା
୨ୟ ଆକାଶ କୁମାର ସାହୁ ଗଡ଼ବାଣୀକିଲୋ ଉଚ୍ଚବିଦ୍ୟାଳୟ, ରଣପୁର
୩ୟ ସ୍ମୃତିରେଖା ଶର୍ମା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡ଼ା

ପୁରୀ: ଯୋଗାଯୋଗ ନମ୍ବର-9438035488
୧ମ ରଶ୍ମି ରଂଜନ ଜେନା ସାହୁପଡ଼ା ଉଚ୍ଚବିଦ୍ୟାଳୟ, ସାହୁପଡ଼ା
୨ୟ ଅଂଶୁମାନ ସ୍ବାଇଁ ପୁରୀ ଜିଲ୍ଲା ସ୍କୁଲ, ପୁରୀ
୩ୟ ସାଇ ସଗୁନ ପ୍ରିୟଦର୍ଶିନୀ ବିଶ୍ବମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ, ଚିତ୍ରକର ସାହି, ପୁରୀ

କଟକ: ଯୋଗାଯୋଗ ନମ୍ବର- 9437175360
୧ମ ବିଶ୍ବଜିତ ଦାସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସେକ୍ଟର ୩, କଟକ
୨ୟ ଅନୁଷ୍କା କର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୋତାପୋଖରୀ, ନୂଆବଜାର
୩ୟ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏମଜିଇଏମ୍ ସ୍କୁଲ, ଆଠଗଡ଼

କେନ୍ଦ୍ରାପଡ଼ା: ଯୋଗାଯୋଗ ନମ୍ବର- 9439613522
୧ମ ପ୍ରଜ୍ଞା ପାରମିତା ପାତ୍ର କାନଶର ବିଦ୍ୟାଶ୍ରମ, ରାଜନଗର
୨ୟ ଦିବ୍ୟକାନ୍ତ ମହାପାତ୍ର ଗୋପୀନାଥପୁର ଶାସନ ବାଳକ ଉଚ୍ଚବିଦ୍ୟାଳୟ
୩ୟ ଲକ୍ଷ୍ମୀକାନ୍ତ ପୃଷ୍ଟି ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠ, ବଳଭଦ୍ରପୁର

ଜଗତସିଂହପୁର: ଯୋଗାଯୋଗ ନମ୍ବର-9658033136
୧ମ ସ୍ବାଭିମାନ ପାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ବୋରିକିଣା
୨ୟ ସଂଘମିତ୍ରା ବୈଶାଖ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଜଗତସିଂହପୁର
୩ୟ ରୁଦ୍ର ନାରାୟଣ ବାରିକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରଘୁନାଥପୁର

ଯାଜପୁର: ଯୋଗାଯୋଗ ନମ୍ବର- 9437197211
୧ମ ବିଦ୍ୟାଶ୍ରୀ ମହାପାତ୍ର ମାଧପୁର ଉଚ୍ଚ ବିଦ୍ୟାଳୟ, ମାଧପୁର
୨ୟ ସ୍ବୟଂ ସଂପନ୍ନ ପୃଷ୍ଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲିଚନ୍ଦ୍ରପୁର
୩ୟ ରାଜେଶ ରାୟ ଖଡ଼ିଅଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟ, ଖଡ଼ିଅଙ୍ଗ

କେନ୍ଦୁଝର: ଯୋଗାଯୋଗ ନମ୍ବର-9439955862
୧ମ ବ୍ରହ୍ମାନନ୍ଦ ବାରିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିକିରା, ଘଟଗାଁ
୨ୟ ଜ୍ୟୋତି ପ୍ରକାଶ ସାହୁ କଲ୍ୟାଣୀ ବିଦ୍ୟାପୀଠ, ଗଡ଼ବାନ୍ଧୋଗଡ଼ା
୩ୟ ପ୍ରିାୟାଂଶୁ ବିଶ୍ବାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼

ଜୟପୁର: ଯୋଗାଯୋଗ ନମ୍ବର- 7008931717
୧ମ ସଂଜୀବ ଦାଶ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର
୨ୟ ଦିବ୍ୟରଂଜନ ମିଶ୍ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର
୩ୟ ଅଙ୍କିତା ମିଶ୍ର ପ୍ରକାଶ ବିଦ୍ୟାଳୟ, ଜୟପୁର

କୋରାପୁଟ : ଯୋଗାଯୋଗ ନମ୍ବର-9439796605
୧ମ ତନୁଜା ବେହେରା ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ, କାକଲପଡ଼ା
୨ୟ ଶୀତିକଣ୍ଠ ରଥ ଜବାହର ନବୋଦୟ ବିଦ୍ୟାଳୟ, କୋରାପୁଟ
୩ୟ ବିବେକ ଦତ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସୁନାବେଡ଼ା

ନବରଂଗପୁର : ଯୋଗାଯୋଗ ନମ୍ବର-9438043238
୧ମ ପ୍ରିୟଦର୍ଶୀ ମହାନ୍ତି ସରସ୍ବତୀ ଶିଶୁ ମନ୍ଦିର, ନନ୍ଦାହାଣ୍ଡି
୨ୟ ବବିତା ବିଶି ସରକାରୀ ଉଚ୍ଚ ବିଦ୍ୟାଳୟ, ପୁଜାରୀଗୁଡ଼ା
୩ୟ ଦେବାଶିଷ ମିଶ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାପଡ଼ାହାଣ୍ଡି

ମାଲକାନଗିରି : ଯୋଗାଯୋଗ ନମ୍ବର-9437790551
୧ମ ବିଦ୍ୟାସାଗର ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଥିଲି
୨ୟ ଆକାଂକ୍ଷା ପ୍ରଧାନ ଜବାହର ନବୋଦୟ ବିଦ୍ୟାଳୟ-୨, ବାଲିମେଳା
୩ୟ ବର୍ଷାରାଣୀ ଜେନା ନିଳାଦ୍ରୀନଗର ଉଚ୍ଚ ବିଦ୍ୟାଳୟ, କୋରୁକୋଣ୍ଡା

ରାୟଗଡ଼ା: ଯୋଗାଯୋଗ ନମ୍ବର- 9439851607
୧ମ ସମୀକ୍ଷା ସାଏଁତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର
୨ୟ ରୀତା ନୁଣ୍ଡ୍ରୁକା ନଳିନୀ ବିଦ୍ୟାମନନ୍ଦିର, ବିଷମକଟକ
୩ୟ ନମନ୍ତି ଉର୍ଲାକା ନଳିନୀ ବିଦ୍ୟାମନ୍ଦିର, ବିଷମକଟକ

ରାଉରକେଲା: ଯୋଗାଯୋଗ ନମ୍ବର- 8895093920
୧ମ ମହାରଣା ହିନ୍ଦ୍ରାଲି କ୍ରିଷ୍ଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାବୁନୁଆଗାଁ, ବଣାଇଗଡ଼
୨ୟ ପ୍ରିୟାଶୁଂ ଦାସ ଛେଣ୍ଡ ପବ୍ଲିକ ସ୍କୁଲ, ଛେଣ୍ଡ, ରାଉରକେଲା
୩ୟ ଅଙ୍କିତା ପଣ୍ଡା ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦

ସୁନ୍ଦରଗଡ଼: ଯୋଗାଯୋଗ ନମ୍ବର-9439108618
୧ମ ରଂଜିତା ପଟେଲ ସରସ୍ବତୀ ଶିଶୁ ମନ୍ଦିର, ସବଡେଗା
୨ୟ ଖୁସି ପଟେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସିମଡେଗା
୩ୟ ଶୁଭମ୍ ବାରିକ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ, ରାଜଗାଂଗପୁର

ଅନୁଗୁଳ: ଯୋଗାଯୋଗ ନମ୍ବର-9861133181
୧ମ ଦୀପାଳି ଦାସ ଡିଏଭି ତାଳଚେର ଥର୍ମାଲ ଉଚ୍ଚ ବିଦ୍ୟାଳୟ
୨ୟ ମୋନାଲିସା ପଟ୍ଟନାୟକ ଦିବ୍ୟ ଜୀବନ ଉଚ୍ଚ ବିଦ୍ୟାଳୟ, କାଣ୍ଡଶର
୩ୟ ହେଲେନ୍ ସ୍ବାଇଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧୀ ମାର୍ଗ, ଅନୁଗୁଳ

ଢେଙ୍କାନାଳ: ଯୋଗାଯୋଗ ନମ୍ବର-9437291891
୧ମ ସତ୍ୟଜିତ୍ ସାହୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଖଜୁରିଆକଟା
୨ୟ ରୁଦ୍ର ପ୍ରସାଦ ଶତପଥି ମା କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, କାଠକୁମ୍ପା
୩ୟ ସାୟନ୍ ମିଶ୍ର ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ, କାନପୁର, କାମାକ୍ଷାନଗର

ବାଲେଶ୍ବର: ଯୋଗାଯୋଗ ନମ୍ବର-9437379220
୧ମ ବିବେକାନନ୍ଦ ଦାସ ମହାବୀର ଆବାସିକ ଉଚ୍ଚ ବିଦ୍ୟାଳୟ, ତୋଟାପଡ଼ା
୨ୟ ରୁପାଲି ବଇଠା ମା ଭଗବତୀ ଉଚ୍ଚ ବିଦ୍ୟାଳୟ, ପଣ୍ଡୁରୁଙ୍ଗି
୩ୟ ସ୍ବୟଂପ୍ରକାଶ ଜେନା ହରିପୁର ନୋଡାଲ ଉଚ୍ଚବିଦ୍ୟାଳୟ, ହରିପୁର

ଭଦ୍ରକ: ଯୋଗାଯୋଗ ନମ୍ବର- 9437467419
୧ମ ସ୍ମୃତିରେଖା ପରିଡ଼ା ବିଲନା ସହଯୋଗ ଉଚ୍ଚ ବିଦ୍ୟାଳୟ, ତିହିଡ଼ି
୨ୟ ଓମ୍ ପ୍ରକାଶ ସାହୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବନ୍ତ
୩ୟ ସାଇ ଶୁଭକାନ୍ତ ରାଉତ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ, ମଞ୍ଜୁରୀ ରୋଡ଼୍, ଭଣ୍ଡାରୀପୋଖରୀ

ମୟୂରଭଂଜ: ଯୋଗାଯୋଗ ନମ୍ବର- 9438862216
୧ମ ଫାଲଗୁନି କୁମାର ସାହୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତୁଳସୀ ଚଉରା, ବାରିପଦା
୨ୟ ଦେବାଶିଷ ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲକ୍ଷ୍ମଣ ସାହି
୩ୟ ଶାନ୍ତନୁ ସିଂହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ

ରାଇରଂଗପୁର : ଯୋଗାଯୋଗ ନମ୍ବର- 9438863143
୧ମ ଲୁଇସ୍ କୁମାର ମହଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରାଇରଂଗପୁର
୨ୟ ସୁଭଦ୍ରା ପଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜାମଦା
୩ୟ ଜଗନ୍ନାଥ ମହନ୍ତ ଝୋରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟ, ବହଳଦା

ବରଗଡ଼ : ଯୋଗାଯୋଗ ନମ୍ବର- 9853473471
୧ମ ଅମିତ୍ ମେହେର ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ, ସପଲହର
୨ୟ ପ୍ରିୟାଂଶୀ ନାୟକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବରଗଡ଼
୩ୟ ଶୁଭଙ୍କର ପାଣିଗ୍ରାହୀ ଲିଟଲି ଅଞ୍ଜେଲସ ପବ୍ଲିକ ସ୍କୁଲ, ବରପାଲି

ବଲାଙ୍ଗୀର: ଯୋଗାଯୋଗ ନମ୍ବର-9437515863
୧ମ ବାଦଲ ଭୋଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭଦ୍ରା
୨ୟ ଲିପସା ମହାନ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଲାଙ୍ଗୀର
୩ୟ ଆକାଂକ୍ଷା ସିଂହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବିବିନା, ସଇଁତଳା

ବୌଦ୍ଧ : ଯୋଗାଯୋଗ ନମ୍ବର- 9437151081
୧ମ ଆଦର୍ଶ ପୁରୋହିତ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ
୨ୟ ଓମ୍ ପୁରସ୍କାର ଭୋକ୍ତା ଜବାହର ନବୋଦୟ ବିଦ୍ୟାଳୟ, ବୌଦ୍ଧ
୩ୟ ଚିନ୍ମୟୀ ମହାକୁଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବୌଦ୍ଧ

ଦେବଗଡ଼: ଯୋଗାଯୋଗ ନମ୍ବର-9438383656
୧ମ ଶୁଭ୍ରାଂଶୁ ଶେଖର ମାଝି ଅଉଁଳି ଉଚ୍ଚ ବିଦ୍ୟାଳୟ, ଦେବଗଡ଼
୨ୟ ଗିରିଜା ଭୂଷଣ ପ୍ରଧାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବୁଢ଼ାପାଳ
୩ୟ ସୌମ୍ୟରଂଜନ ବେହେରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରିଆମାଳ

ଝାରସୁଗୁଡ଼ା: ଯୋଗାଯୋଗ ନମ୍ବର-9437933066
୧ମ କାଞ୍ଜନ ପ୍ରଧାନ ଆଚାର୍ଯ୍ୟ ମୁରଲୀଧର ହାଇସ୍କୁଲ, ଧୁଲୁଣ୍ଡା
୨ୟ ଚୁମୁକି ରୋହିଦାସ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା
୩ୟ ଅର୍ପିତ କୁମାର ମେହେର ବି ଆର ହାଇସ୍କୁଲ, ବେଲପାହାଡ଼

କଳାହାଣ୍ଡି : ଯୋଗାଯୋଗ ନମ୍ବର-9937074703
୧ମ ଅଞ୍ଜଳି ଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ରିସିଡ଼ା
୨ୟ ଅଭିଷିକ୍ତା ପ୍ରିୟଦର୍ଶିନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା
୩ୟ ଜ୍ୟୋତିପ୍ରକାଶ ମାଝି ଗ୍ରାପ ପଞ୍ଚାୟତ ହାଇସ୍କୁଲ, ରିଙ୍ଗା

ନୂଆପଡ଼ା: ଯୋଗାଯୋଗ ନମ୍ବର- 9937916470
୧ମ ସତ୍ୟମ୍ ପ୍ରଧାନ ଜ୍ଞାନଜ୍ୟୋତି କାଞ୍ଚନବେନ୍ ରସିକଲାଲ୍ ବିଦ୍ୟାଳୟ, ନୂଆପଡ଼ା
୨ୟ ଜୟସ୍ମିତା ନାୟକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାଗରହି
୩ୟ ହସ୍ତିନୀ ଜଗତ ଅନୁନ୍ନତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ମହାଗାଁ, ସିନାପାଲି

ସମ୍ବଲପୁର: ଯୋଗାଯୋଗ ନମ୍ବର-9437402715
୧ମ ଚମନ ବେରିହା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ, ସମ୍ବଲପୁର
୨ୟ ସିଲକି ତିୱାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚିପିଲିମା
୩ୟ ଶୁଭ୍ରାଂଶୁ ପ୍ରଧାନ ଏସ୍. ଏଚ୍. ଏନ୍. ହାଇସ୍କୁଲ, ରେଢ଼ାଖୋଲ

ସୋନପୁର: ଯୋଗାଯୋଗ ନମ୍ବର-9437347128
୧ମ ଅମୀୟ ମହାକୁଡ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସିଙ୍ଘିଯୁବା, ବିନିକା
୨ୟ ବୁଲୁ ନାୟକ ଶ୍ରୀହରି ବିଦ୍ୟାପୀଠ, ତରଭା
୩ୟ ଦୁଖୁ କୁମ୍ଭାର କେ. ଏସ୍ ହାଇସ୍କୁଲ, ଡୁଙ୍ଗୁରିପାଲି

ଗଂଜାମ: ଯୋଗାଯୋଗ ନମ୍ବର-9438250101
୧ମ ନଦୀପ ଗମାଙ୍ଗ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟ, କୁକୁଡ଼ାଖଣ୍ଡି
୨ୟ ଆକାଶ ମହାରଣା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସହଦେବ, ଦିଗପହଣ୍ଡି
୩ୟ ପ୍ରିୟଙ୍କା ମହାରଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପିତାତଳି, ଚିକିଟି

ଭଂଜନଗର : ଯୋଗାଯୋଗ ନମ୍ବର- 9692398456
୧ମ ଏଲ୍. ପାୱନି ଆଚାର୍ଯ୍ୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସ୍କା
୨ୟ ବନଜା ମିଶ୍ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ହିଞ୍ଜିଳିକାଟୁ
୩ୟ ଅଙ୍କିତା ଆରୁଖ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଡିହପଢାଳ, ଭଂଜନଗର

ଗଜପତି : ଯୋଗାଯୋଗ ନମ୍ବର-9437176353
୧ମ ଶ୍ରୁତି ପ୍ରସନ୍ନ ପାଣିଗ୍ରାହୀ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ପାରଳାଖେମୁଣ୍ଡି
୨ୟ ସତ୍ୟ ନାୟକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା, କାଶୀନଗର
୩ୟ ଶୁଭାଶିଷ ସୁବୁଦ୍ଧି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଛେଳିଗଡ଼

କନ୍ଧମାଳ: ଯୋଗାଯୋଗ ନମ୍ବର- 9437213854
୧ମ ଶ୍ରାବଣୀ ଦାଶ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଫୁଲବାଣୀ

ସମ୍ବନ୍ଧିତ ଖବର