ଭୁବନେଶ୍ୱର: ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ଲାଗିଛି। ପରିବହନ କମିସନର ୧୮ ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଚିଠି ଲେଖିଛନ୍ତି। କରୋନା ଭାଇରସ ସତର୍କତା ପାଇଁ ପରିବହନ ବିଭାଗ ଆସନ୍ତା ୩୧ ତାରିଖ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରିଦେଇଛନ୍ତି।

Advertisment

publive-image

ପରିବହନ କାର୍ଯ୍ୟାଳୟରେ ଲୋକଗହଳି ବାରଣ ଲାଗି ଡିଏଲ୍‌ ଟେଷ୍ଟ ସ୍ଥଗିତ କରିଦିଆଯାଇଛି। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି।