ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ସ୍ମାର୍ଟ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରରେ ଆଗେଇ ଯାଇଥିବା ବେଳେ ଏବେ ଆଉ ପାଦେ ଆଗକୁ ଯାଇଥିବାର ଦେଖିବାକୁ ମିଳିଛି। ଏଣିକି ରାଜଧାନୀର ଗାଡ଼ି ଚାଳକମାନେ ଘରେ ବସି ଅନ୍ଲାଇନ୍ ଜରିଆରେ ନିଜ ଗାଡ଼ି ପାର୍କିଂ କରେଇ ପାରିବେ। ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ମାର୍ଟ ଜନପଥ କରିବାର ଯୋଜନା କରାଯାଇଛି ବୋଲି ମେୟର ଅନନ୍ତ ନାରାୟଣ ଜେନା ସ୍ପଷ୍ଟ କରିଛନ୍ତି। ଏହି ପାର୍କିଂ ପାଇଁ ପ୍ରାୟ ୨୦ କୋଟିରୁ ଊର୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜାଣିବାକୁ ମିଳିଛି। ଗୋଟିଏ ୟୁନିଟ-୨ରୁ ମାର୍କେଟ ବିଲଡିଂ ଏବଂ ଗୋଟିଏ ସହିଦ ନଗରରେ ହେବାର ଯୋଜନା ରହିଛି।
ଏଣିକି ରାଜଧାନୀ ଭୁବନେଶ୍ୱରବାସୀ ଘରେ ବସି କରିପାରବେ ଅନ୍ଲାଇନ୍ ଗାଡ଼ି ପାର୍କିଂ
/sambad/media/post_attachments/wp-content/uploads/2017/09/14orilight_193825.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)