ମହାନଦୀ ପୋଲରୁ ଗଳି ପଡ଼ିଲା କ୍ରେନ୍‌; ଡ୍ରାଇଭର ମୃତ

କଟକ-ମହାନଦୀବିହାର,୭|୩(ଇମିସ): ମହାନଦୀ ପୋଲ ଉପରେ ଦୃତ ଗତିରେ ଯାଉଥିବା ଏକ କ୍ରେନ୍‌ ନଈ ଭିତରକୁ ଖସି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ରୋସନ୍‌ ସିଂ (୫୦)ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଯୋବ୍ରା ନଦୀକୂଳ ସାହିର ରୋସନ୍‌ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଠାଇବାକୁ ଅପରାହ୍ନ ୫ଟା ପାଖାପାଖି ସମୟରେ ଜଗତପୁର ଯାଉଥିବା ବେଳେ ପୋଲ ଉପରେ ଭାରସାମ୍ୟ ହରାଇ କ୍ରେନଟି ତଳକୁ ଖସି ପଡିଥିଲା।

ସମ୍ବନ୍ଧିତ ଖବର