ଭୁବନେଶ୍ବର : ଆଜିଠାରୁ ରାଜ୍ୟର କଏଦୀମାନଙ୍କ ପାଇଁ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା । ଏହି ସେବା ମାଧ୍ୟମରେ ଘରେ ବସି କଏଦୀମାନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା ଲାଗି ସମୟ ଧାର୍ଯ୍ୟ କରାଯାଇପାରିବ । ଆଜି ରାଜ୍ୟର ୨ଟି ଜେଲ ଚୌଦ୍ବାର ଓ ଭୁବନେଶ୍ବରର ଝାରପଡ଼ାରେ ଏହି ସେବା ଆରମ୍ଭ ହୋଇଛି । ଅଗଷ୍ଟ ୧୫ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହାକୁ ଆରମ୍ଭ କରାଯିବ ।
ରାଜ୍ୟର ୨ଟି ଜେଲରେ ଆରମ୍ଭ ହେଲା ଇ-ମୁଲାକାତ ବ୍ୟବସ୍ଥା
/sambad/media/post_attachments/wp-content/uploads/2021/07/istockphoto-1166390956-612x612-1.jpg)