ଦାରିଙ୍ଗବାଡ଼ିରେ ମୃଦୁ ଭୂକମ୍ପ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ୪୦ ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂମି ଥରିବା ସହ ଘରେ ରହିଥିବା ଆସବାସ ପତ୍ର ପଡ଼ିଯିବାରୁ ଲୋକେ ଭୟଭୀତ ହୋଇ ଉଠି ପଡ଼ିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟି ନାହିଁ।

ସମ୍ବନ୍ଧିତ ଖବର