ଭୁବନେଶ୍ୱର : ମାଇକ୍ରୋଫାଇନାନ୍ସ ଚିଟ୍ଫଣ୍ଡ କେଳେଙ୍କାରୀ ମାମଲାରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ(ଇଡି) ପକ୍ଷରୁ ୮୮ କୋଟି ୯୯ ଲକ୍ଷ ଟଙ୍କା ଜବତ କରାଯାଇଛି । ପ୍ରାୟ ୧୫୦ରୁ ଅଧିକ ଆକାଉଣ୍ଟରେ ଏହି ଟଙ୍କା ଥିଲା ।
ମାଇକ୍ରୋଫାଇନାନ୍ସ ଚିଟ୍ଫଣ୍ଡ କେଳେଙ୍କାରୀ ମାମଲା : ୮୯ କୋଟି ଆଟାଚ କଲା ଇଡି
/sambad/media/post_attachments/wp-content/uploads/2018/04/chit-fund.jpg)
ଭୁବନେଶ୍ୱର : ମାଇକ୍ରୋଫାଇନାନ୍ସ ଚିଟ୍ଫଣ୍ଡ କେଳେଙ୍କାରୀ ମାମଲାରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ(ଇଡି) ପକ୍ଷରୁ ୮୮ କୋଟି ୯୯ ଲକ୍ଷ ଟଙ୍କା ଜବତ କରାଯାଇଛି । ପ୍ରାୟ ୧୫୦ରୁ ଅଧିକ ଆକାଉଣ୍ଟରେ ଏହି ଟଙ୍କା ଥିଲା ।
Join and get latest news updates delivered to you via WhatsApp