ନୂଆପଡ଼ା: ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜଣେ ୮ ବର୍ଷ ବୟସର ବାଳକକୁ କଲରାପତରିଆ ଟେକି ନେଇଛି। ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗାପାଲି ଗାଁରେ। ପରେ ବନ ବିଭାଗର କର୍ମଚାରୀମାନେ ବାଳକର ମୃତଦେହକୁ ଜଙ୍ଗଲ ଭିତରୁ ଉଦ୍ଧାର କରିଛନ୍ତି। ଏହି ଅପ୍ରୀତିକର ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ୮ ବର୍ଷ ବୟସର ବାଳକକୁ ଟେକିନେଲା କଲରାପତରିଆ, ଜଙ୍ଗଲରୁ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2023/10/d4e9a15d-5915-4d70-856c-06d71c573df6.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)