ଭୁବନେଶ୍ବରରେ ନିର୍ବାଚନ କମିସନର

0

ଭୁବନେଶ୍ବର : ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଜାତୀୟ ନିର୍ବାଚନ କମିସନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ଜଣିଆ ଦଳ ତିନିଦିନିଆ ଗସ୍ତରେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତିି। ଦଳରେ ଉପ ନିର୍ବାଚନ କମିସନର ଚନ୍ଦ୍ରଭୂଷଣ କୁମାର, ଡିଜି ଉପନିର୍ଦେଶକ(ଖର୍ଚ) ଡି.କେ.ଶର୍ମା, ସେଫାଳୀ ଶରନ୍‌(ପିଆଇବିର ଏଡିଜି), ନିର୍ଦେଶକ ନିଖିଲ କୁମାର ଓ ସଚିବ ରାକେଶ କୁମାର ସାମିଲ ହୋଇଛନ୍ତି। ୧୫ ତାରିଖରେ କମିସନର ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.