ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏସନ୍‌ ନିର୍ବାଚନ ଫଳାଫଳ

ବାର୍‌   ସଭାପତି   ସମ୍ପାଦକ
ସମ୍ବଲପୁର : ଡ. ପ୍ରମୋଦ ରଥ, ରବି ରଞ୍ଜନ ପୂଜାରୀ
ବଲାଙ୍ଗୀର : ପ୍ରବୀଣ ମିଶ୍ର, ବାସୁଦେବ ରଥ
କଳାହାଣ୍ଡି : ନାରାୟଣ ପ୍ରସାଦ ପଟ୍ଟନାୟକ, ବଟକୃଷ୍ଣ ଆଚାର୍ଯ୍ୟ
ନୂଆପଡ଼ା : ଅମିତାବ ବୋଷ, ପୁରୁଷୋତ୍ତମ ସୋନୀ
ସୁବର୍ଣ୍ଣପୁର : ବିଧାନଚନ୍ଦ୍ର ପାଣିଗ୍ରାହୀ, ଗଦାଧର ନେଗୀ
ଦେବଗଡ଼ : ଦିଲୀପ ଗୁରୁ, ଟିକେଶ୍ବର ଧଳ
ବରଗଡ଼ : ଶ୍ୟାମସୁନ୍ଦର ଅଦାବର, ହରିହର ପ୍ରଧାନ
ଝାରସୁଗୁଡ଼ା : ତ୍ରିନାଥ ଗୁଆଲ୍‌, ପ୍ରଶାନ୍ତ କୁମାର ମହାରଣା
ବୌଦ୍ଧ : ତାରେଣୀ ମହାପାତ୍ର, ଅଶୋକ ମିଶ୍ର
ରାଉରକେଲା : ରମେଶ ବଳ, ଅକ୍ଷୟ ସାହୁ
ସୁନ୍ଦରଗଡ଼ : କମଳ ଲୋଚନ ସେନ୍,‌ ଅଶୋକ ସ୍ବାଇଁ
କୋରାପୁଟ : ଅଜିତ ପାତ୍ର, ମନୋରଂଜନ ରାଉତରାୟ
ଜୟପୁର :ସରୋଜ ଦାଶ, ଆନନ୍ଦ ରଥ
ନବରଙ୍ଗପୁର : ଝାଡ଼େଶ୍ବର ଖାଡଙ୍ଗା, ମାନସ ତ୍ରିପାଠୀ
ମାଲକାନଗିରି : ଦୁର୍ଗା ତ୍ରିପାଠୀ, ଲମ୍ବୋଦର ତୁର୍କୁ
ରାୟଗଡ଼ା : ବ୍ରଜ ସୁନ୍ଦର ନାୟକ, ମଙ୍ଗଳ ମୂର୍ତ୍ତି ବେଉରିଆ
ଗୁଣୁପୁର : ବ୍ରହ୍ମାନନ୍ଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଲିମା
ଗଞ୍ଜାମ : କପିଳେଶ୍ବର ପଟ୍ଟନାୟକ, ରାମକୃଷ୍ଣ ମହାରଣା
ଖଲ୍ଲିକୋଟ : ଡି.ରବି ଚାଲାମ୍‌, ମେଘନାଦ ଦଳେଇ
ଛତ୍ରପୁର : ପ୍ରଦୀପ କୁମାର ପାଢ଼ୀ, ଏଲ. ଗୋପାଳ ରାଓ
ଆସିକା : ପି.ଚନ୍ଦ୍ରଶେଖର ପାତ୍ର, ଛବିଳରାମ ମିଶ୍ର
ଫୁଲବାଣୀ : ବିଶ୍ବଜିତ ପଟ୍ଟନାୟକ, ବୀଣାପାଣି ପ୍ରଧାନ
ପାରଳାଖେମୁଣ୍ଡି : ରାମନାଥ ମିଶ୍ର, କୃଷ୍ଣମୋହନ ପଟ୍ଟନାୟକ
କେନ୍ଦୁଝର : ଆଶିଷ ଚକ୍ରବର୍ତ୍ତୀ, ଆଲୋକ ମହାନ୍ତ
ଆନନ୍ଦପୁର : ସଞ୍ଜୟ ମିଶ୍ର, ରବୀନ୍ଦ୍ର କୁମାର ସାହୁ
କ୍ରିମିନାଲ୍ କୋର୍ଟ, କଟକ ଦିଲ୍ଲୀପ କୁମାର ପଟ୍ଟନାୟକ, ସ୍ମୃତିରଂଜନ ରାଉତ
କଟକ : ସ୍ମିତରଂଜନ ପଟ୍ଟନାୟକ, ଅଞ୍ଜନ କୁମାର ଜେନା
ସାଲେପୁର : ଦୀପକ କୁମାର ମହାନ୍ତି, ମାନସ କୁମାର ଦାଶ
ଜଗତସିଂହପୁର : ସୁବ୍ରତ ଶତପଥୀ, ନରେଶ ଦାସ
ଆଳି : ଅଭିରାମ ବିଶ୍ବାଳ, ନୃସିଂହ ଚନ୍ଦ୍ର ଦୀକ୍ଷିତ
ରାଜନଗର : ଉମେଶ ଚନ୍ଦ୍ର ଦାସ, ଭଜକୃଷ୍ଣ ମିଶ୍ର
ଯାଜପୁର : ପ୍ରଫୁଲ୍ଲ କୁମାର ସାମଲ, କମଳଲୋଚନ ଉପାଧ୍ୟାୟ
ଚଣ୍ଡିଖୋଲ : ଦେବରାଜ ବେହେରା, ପ୍ରକାଶ ଦାଶ
ଭଦ୍ରକ : ଦିଲ୍ଲୀପ ମହାପାତ୍ର , ସୂର୍ଯ୍ୟକାନ୍ତ କୁଅଁର
ଭୁବନେଶ୍ବର : ମହମ୍ମଦ ଜିୱଲ୍‌ ହକ୍, ରାଜ କିଶୋର ଦାସ
ଜଟଣୀ : ସାନୁଜ କୁମାର ମିଶ୍ର, ସଞ୍ଜୟ କୁମାର ମହାପାତ୍ର
କୋଣାର୍କ : ଶ୍ରୀଜୟ ବରାଳ, ଅଶୋକ କୁମାର ବିଶ୍ବାଳ
ଅନୁଗୁଳ : ଦିଲୀପ କୁମାର ସାହୁ, ସୋମନାଥ ରାଉତ
ତାଳଚେର : ଛବି କୁମାର ସାହୁ, ବିରଞ୍ଚି ନାରାୟଣ ପ୍ରଧାନ
ଢେଙ୍କାନାଳ : ଓମ୍‌ ପ୍ରକାଶ ଶରଣ, ପ୍ରଦୀପ୍ତ କୁମାର ତ୍ରିପାଠୀ
କା‌ମାକ୍ଷାନଗର : ଧର୍ମାନନ୍ଦ ମଲ୍ଲିକ, ସୂର୍ଯ୍ୟନାରାୟଣ ବିଶ୍ବାଳ

ସମ୍ବନ୍ଧିତ ଖବର