ନିର୍ବାଚନୀ ହିଂସା: ବାପ-ପୁଅଙ୍କୁ ଆକ୍ରମଣ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଭୁକ୍ତାଠାରେ ନିର୍ବାଚନୀ ହିଂସା ଦେଖା ଦେଇଛି। ଭୁକ୍ତାର ଚାତ ପାତିକର ଏବଂ ପୁଅ ଚାଁଟି ପାତିକରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ନିର୍ବାଚନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଆକ୍ରମଣକାରୀଙ୍କ କବଳରୁ ବାପ-ପୁଅଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ପ୍ରଥମେ ଭୁକ୍ତା ଡାକ୍ତରଖାନା ଏବଂ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ଚାଁଟିକୁ ବୁର୍ଲା ମେଡିକାଲ୍‌ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର