ଭୁବନେଶ୍ବର : ରାଜ୍ୟରେ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର ଉପରେ ୟୁନିଟ୍ ପିଛା ୧.୪୦-୧.୫୦ ଟଙ୍କା ଦରରେ ଦେୟ ନିଆଯାଉଛି। ଯାହା ଅନ୍ୟାନ୍ୟ ସାଧାରଣ କ୍ଷେତ୍ରଠାରୁ ଯଥେଷ୍ଟ କମ୍ ବୋଲି ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ପିଏମ୍-କୁସୁମ ଯୋଜନା ମାଧ୍ୟମରେ ଚାଷୀମାନେ ସୌର ଶକ୍ତି ଉପଯୋଗରେ ଉତ୍ପାଦିତ ବଳକା ବିଦ୍ୟୁତକୁ ଓଇଆରସି ଦ୍ବାରା ଧାର୍ଯ୍ୟ ମୂଲ୍ୟରେ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଉଠା ଜଳସେଚନ ପ୍ରକଳ୍ପରେ ବ୍ୟବହୃତ ବିଦ୍ୟୁତ ପାଇଁ ସ୍ବତନ୍ତ୍ର ରିହାତିର ବ୍ୟବସ୍ଥା ରହିଛି।
କୃଷି କ୍ଷେତ୍ରରେ ବିଦ୍ୟୁତ ଦର ଅନ୍ୟ ସାଧାରଣ କ୍ଷେତ୍ରଠାରୁ ଯଥେଷ୍ଟ କମ୍
/sambad/media/post_attachments/wp-content/uploads/2022/07/elect.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)