ଚିତ୍ରଡା/ବେତନଟୀ : ପଡ଼ୋଶୀ ପଶ୍ଚିମବଙ୍ଗ ହୋଇ ମୋରଡା ବ୍ଲକକୁ ଗୁରୁବାର ବିଳମ୍ବିତ ରାତିରେ ପ୍ରବେଶ କରିଥିବା ଝାଡ଼ଖଣ୍ଡୀ ହାତୀପଲ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ହାତୀପଲ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସାନମୁଣ୍ଢାବଣି ପଞ୍ଚାୟତର ପାରିଆକୁଲି ଗ୍ରାମର ନାରାୟଣ ଟୁଡୁ (୭୮) ଆଜି ଭୋର ସମୟରେ ନିକଟସ୍ଥ ଜଙ୍ଗଲକୁ ଡାଳ ଆଣିବା ପାଇଁ ଯାଇଥିବାବେଳେ ହଠାତ ହାତୀପଲ ନାରାୟଣଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ଗୋଡ଼ରେ ଦଳି ଦେଇଥିଲେ।
ବୃଦ୍ଧଙ୍କୁ ଦଳିଦେଲେ ଝାଡ଼ଖଣ୍ଡୀ ହାତୀ
/sambad/media/post_attachments/wp-content/uploads/2018/11/ele-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)