ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଚାଉଳିଆ ପଞ୍ଚାୟତର ବ୍ରହ୍ମାନନ୍ଦ ନାୟକ(୪୦)। ଆଜି ସକାଳ ୮ଟା ବେଳେ ନିଜ ବାଇଗଣ ବାଡ଼ିକୁ ତଳିରୋଇବାକୁ ଯାଉଥିବାବେଳେ ଦନ୍ତାହାତୀ ହାବୁଡ଼ିରେ ପଡ଼ି ମୃତ୍ୟୁବରଣ କରିଛନ୍ତି।
ବାଇଗଣ ବାଡ଼ିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଯୁବକ: ଚାଲିଗଲା ଜୀବନ
/sambad/media/post_attachments/wp-content/uploads/2023/02/elephant-puri-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)