ଭୁବନେଶ୍ୱର : ଇଞ୍ଜିନିୟରିଂ(ବି.ଟେକ୍) ପାଠ୍ୟକ୍ରମ ସମେତ ବି.ଆର୍କିଟେକ୍, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି, ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ପ୍ରଥମ ରାଉଣ୍ଡ ସିଟ୍ ଆଲଟ୍ମେଣ୍ଟ ହୋଇଛି। ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ଲାଗି ରାଜ୍ୟରେ ପ୍ରାୟ ୩୪ ହଜାର ସିଟ୍ ରହିଛି। ତେବେ ନାମଲେଖା ଲାଗି ୧୧ ହଜାର ୮୩୭ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୧୧ହଜାର ୧୨୦ ଜଣ ଚଏସ୍ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୮୬୮ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ୧୨୩୧ଜଣଙ୍କୁ ସିଟ୍ ଆଲଟ୍ମେଣ୍ଟ ହୋଇ ନଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।
ଇଞ୍ଜିନିୟରିଂ ନାମଲେଖା : ପ୍ରଥମ ରାଉଣ୍ଡରେ ୯୮୬୮ ସିଟ୍ ଆଲଟ୍ମେଣ୍ଟ
/sambad/media/post_attachments/wp-content/uploads/2020/09/admission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)