ନବଙ୍କୁ କ୍ଲିନ୍ ଚିଟ୍ ସଂକ୍ରାନ୍ତ ସଦାଚାର କମିଟି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ

ଭୁବନେଶ୍ବର : ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ନବ କିଶୋର ଦାସ ୨୦୧୫ରେ ବିଧାନସଭା ଗୃହରେ ଆପତ୍ତିଜନକ ଭିଡିଓ ଦେଖିବା ସଂକ୍ରାନ୍ତ ସଦାଚାର କମିଟି ରିପୋର୍ଟ ଗୁରୁବାର ବିଧାନସଭାରେ ଉପସ୍ଥାପନ ହୋଇଛି । ଏହି ରିପୋର୍ଟରେ ନବଙ୍କୁ ତଥ୍ୟ ପ୍ରମାଣ ନଥିବା ଯୋଗୁ କ୍ଲିନ୍ ଚିଟ ଦିଆଯାଇଛି ।

ସମ୍ବନ୍ଧିତ ଖବର