ଭୁବନେଶ୍ବର : ଆଜି କନିଷ୍ଠ ବର୍ଗ ଓଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ଅନୁସଚିବ ପଦବିରେ ଥିବା ୧୩ ଜଣ ଅଧିକାରୀଙ୍କ ବଦଳି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କନିଷ୍ଠ ବର୍ଗ ଓଏଏସ୍ ସ୍ତରରେ ଅଦଳବଦଳ
/sambad/media/post_attachments/wp-content/uploads/2020/07/secretariate-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)