ଭୁବନେଶ୍ବର : ଆଜି କନିଷ୍ଠ ବର୍ଗ ଓଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ଅନୁସଚିବ ପଦବିରେ ଥିବା ୧୩ ଜଣ ଅଧିକାରୀଙ୍କ ବଦଳି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବବର୍ତ୍ତୀ ଖବର
ନରସିଂହପୁର ଥାନାରେ ନାବାଳିକାକୁ ନିର୍ଯ୍ୟାତନା ଘଟଣା : କଟକ ଏସ୍ପି, ନରସିଂହପୁର ଥାନା ଅଧିକାରୀଙ୍କୁ ନୋଟିସ୍
ପରବର୍ତ୍ତୀ ଖବର