ଅବକାରୀ ବିଭାଗର ୨୮ ଇନ୍ସପେକ୍ଟର, ୧୦ ଏସ୍‌ଆଇଙ୍କ ବଦଳି

କଟକ : ଅବକାରୀ ବିଭାଗର ୨୮ଜଣ ଇନ୍ସପେକ୍ଟର ଓ ୧୦ଜଣ ଏସ୍‌ଆଇଙ୍କ ବଦଳି କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଦଳି କରାଯାଇଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବଦଳି ନିର୍ଦ୍ଦେଶନାମାରେ ପ୍ରକାଶ କରାଯାଇଛି।

ବଦଳି ଇନ୍ସପେକ୍ଟରମାନଙ୍କ ମଧ୍ୟରେ ନୀନା ବେଉରା ଖୋର୍ଦ୍ଧାକୁ, ସୁମିତ୍ରା ଓରାମ ଝାରସୁଗୁଡ଼ାକୁ, ସେକ୍‌ ଆବୁଜାର କଟକକୁ, ସୁମତି ତ୍ରିପାଠୀ ଅନୁଗୁଳକୁ, କରୁଣା ଶଙ୍କର ତିଵାରୀ ଅନୁଗୁଳକୁ, ସୁବଳ କୁମାର ମହାନ୍ତି ମୟୂରଭଞ୍ଜକୁ, ଅଭିରାମ ବେହେରା ଗଞ୍ଜାମକୁ, ଦେବାଶିଷ ପଟେଲ ଖୋର୍ଦ୍ଧାକୁ, ରାଜେନ୍ଦ୍ର କୁମାର ବାରିକ ସୁନ୍ଦରଗଡ଼କୁ, ଦିଲ୍ଲୀପ କୁମାର ପଲେଇ ଭଦ୍ରକକୁ, କ୍ରୀଷ୍ଣା ନାୟକ ଜଗତସି˚ହପୁରକୁ, ସେକ୍‌ ଆସାଫ ଅଲ୍ଲୀ ବାଲେଶ୍ବରକୁ, ପ୍ରସନ୍ନ କୁମାର କହଁର କଳାହାଣ୍ତିକୁ, ଯଶକେତନ ବରିହା ବଲାଙ୍ଗୀରକୁ, ସିଦ୍ଧେଶ୍ବର ବେସରା ବାଲେଶ୍ବରକୁ, ପ୍ରବୀର କୁମାର ସାମଲ କଟକକୁ, ଜଗଦୀଶ ପ୍ରସାଦ ନାଥ ନବରଙ୍ଗପୁରକୁ, ମନମୋହନ ଧଙ୍ଗଡ଼ା ମାଝୀ ମାଲକାନଗିରିକୁ, ସିତାରାଣୀ ପଟ୍ଟାୟତ କେନ୍ଦୁଝରକୁ, ବିମ୍ବାଧର ପଣ୍ତା କୋରାପୁଟକୁ, ଦିଲ୍ଲୀପ ଗୌଡ଼ ରାୟଗଡ଼ାକୁ, ଲଳିତ ମୋହନ ମିଶ୍ର ବରଗଡ଼କୁ, ଇନ୍ଦ୍ରଜୀତ ସାହୁ ରାୟଗଡ଼ାକୁ, ଅନୀତା ଓଝା ନିମାପଡ଼ାକୁ, ନରୋତ୍ତମ ମିଶ୍ର ଦେଓଗଡ଼କୁ, ଅନୀତା ପ୍ରଧାନ କଟକକୁ, ବିକାଶ କୁମାର ନାୟକ ପୁରୀକୁ, ଲକ୍ଷ୍ମଣ କୁମାର ଷଡ଼ଙ୍ଗୀ କଟକକୁ ବଦଳି ହୋଇଛନ୍ତି। ଅନ୍ୟପକ୍ଷରେ ଏସ୍‌ଆଇଙ୍କ ମଧ୍ୟରେ ଗିରିଜା ଶଙ୍କର ପାଣିଗ୍ରାହୀ ବରଗଡ଼କୁ, ଗଙ୍ଗାଧର ସ୍ବାଇଁ ମୟୂରଭଞ୍ଜକୁ, ସୁଶ୍ରୀ ସଙ୍ଗୀତା ମହାନ୍ତି ଢେଙ୍କାନାଳକୁ, ଭକ୍ତବତ୍ସଳ ବର୍ମା ଅନୁଗୁଳକୁ, ବିଜୟ କୁମାର ଭଞ୍ଜ ମୟୁରଭଞ୍ଜକୁ, ମାନସୀ ସାହୁ ଜଗତସି˚ହପୁରକୁ, ସମରଜୀତ ଦାସ କଟକକୁ, ବାସନ୍ତୀ ସିର‌୍‌କା ଯାଜପୁରକୁ, ପ୍ରଫୁଲ୍ଲ କୁମାର ମହନ୍ତ ଢେଙ୍କାନାଳକୁ, କାଳନ୍ଦୀ ଚରଣ ବେହେରା କଟକକୁ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର