ଘଟଗାଁ: ଘଟଗାଁ ତହସିଲ ନିକଟରେ ନୂତନ ବସ୍ଷ୍ଟାଣ୍ତ ନିର୍ମାଣ ଦ୍ରୁତଗତିରେ ଚାଲିଛି। ଏହି ଜମିକୁ ଜବରଦଖଲ କରାଯାଇ ତିନିଟି ଗ୍ୟାରେଜ ଓ ଦୋକାନ ଘର ନିର୍ମାଣ କରାଯାଇଥିଲା। ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଘଟଗାଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜେସିବି ମେସିନ ଲଗାଇ ଗ୍ୟାରେଜ ଓ ଦୋକାନଘର ଗୁଡ଼ିକୁ ଭାଙ୍ଗିଦିଆଯାଇଛି।
ଜବରଦଖଲ ଉଚ୍ଛେଦ ବେଳେ ଘଟଗାଁ ତହସିଲଦାର ଜନକ ନାଏକ, ରାଜସ୍ବ ସୁପରଭାଇଜର ଶଶିଭୂଷଣ ପଣ୍ତା, ଘଟଗାଁ ଆର୍ଆଇ ସଚ୍ଚିନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/21-5.jpg)