ନୟାଗଡ଼ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଫେସ୍ବୁକ୍ ପେଜ୍କୁ ହ୍ୟାକ୍ କରାଯାଇଛି। ଗତ ପ୍ରାୟ ୧୬ ଦିନ ହେବ ଏଭଳି ଘଟିଥିବା ବିଧାୟକ ଡ. ସାହୁ କଟକ ସାଇବର ଶାଖାଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ପେଜ୍ରୁ ବେଆଇନ ଭାବେ ନାନା ପୋଷ୍ଟିଂ କରାଯାଉଥିବା ବେଳେ ବିଧାୟକ ଚାହିଁଲେ ମଧ୍ୟ ତାଙ୍କ ନିଜ ପେଜ୍ ଖୋଲିପାରୁନଥିବା ଜଣାଇଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଡ. ସାହୁ ଅନୁରୋଧ କରିଛନ୍ତି।
ନୟାଗଡ଼ ବିଧାୟକଙ୍କ ଫେସ୍ବୁକ୍ ପେଜ୍ ହ୍ୟାକ୍
/sambad/media/post_attachments/wp-content/uploads/2022/09/arun-sahu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)