ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡାଛକରେ ଥିବା ମନୋରଞ୍ଜନ ମେହେରଙ୍କ ଘରକୁ ଗୁଳି ମାଡ ହୋଇଛି । ସୂଚନା ଅନୁଯାୟୀ ମେହେରଙ୍କ ଘରକୁ ତିନି ରାଉଣ୍ଡରୁ ଅଧିକ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜେପୁର ଇଲେକସନ୍ ପୂର୍ବରୁ ଗୁଳିମାଡ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜେପୁରରେ ଗୁଳିମାଡ
/sambad/media/post_attachments/wp-content/uploads/2017/12/Gun-Fire_1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)