ଭୁବନେଶ୍ବର : ବରିଷ୍ଠ ବିଧାୟକ ନୃସିଂହ ଚରଣ ସାହୁଙ୍କ ନାମରେ କେହି ଦୁର୍ବୃର୍ତ୍ତ ନକଲି ଆଇଡି କରି ସମ୍ପର୍କୀୟ ଲୋକଙ୍କୁ ଟଙ୍କା ମାଗୁଛି। ଗତ ତିନି ଦିନ ହେବ ଏମିତି ଚାଲିଛି। ଆଜି ବିଧାନସଭାର ଶୂନ୍ୟକାଳରେ ଶ୍ରୀ ସାହୁ ଏ ସମ୍ପର୍କରେ ଗୃହରେ ଜଣାଇଥିଲେ। ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଧାୟକଙ୍କ ନାମରେ ନକଲି ଆଇଡି
/sambad/media/post_attachments/wp-content/uploads/2022/07/nrusingh-ch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)