ନୂଆଦିଲ୍ଲୀ : ଅତି ଭୀଷଣସାମୁଦ୍ରିକଝଡ଼ ‘ଫନି’ ପାଖେଇ ଆସୁଛି ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତ ରାତିରେ ଜାରି ସୂଚନା ଅନୁସାରେ ଫନି ବର୍ତ୍ତମାନ ପୁରୀଠାରୁ ୫୪୦ କିଲୋମିଟର ଦୂରରେ ରହିଛି।
ଫନି ଘଣ୍ଟାପ୍ରତି୧୩କିଲୋମିଟରବେଗରେସ୍ଥଳଭାଗଆଡକୁମାଡିଆସୁଥିବା ସୂଚନା ରହିଛି ।ଭାରତୀୟପାଣିପାଗ ବିଭାଗପକ୍ଷରୁଜାରିକରାଯାଇଥିବାତାଜାରିପୋର୍ଟଅନୁସାରେଫନିଏବେପୁରୀରଦକ୍ଷିଣଓଦକ୍ଷିଣ-ପଶ୍ଚିମଦିଗରୁ୫୪୦କିଲୋମିଟରଦୂରରେଅଛି, ଯାହାକି ମଇ ୩ତାରିଖ ସଂଧ୍ୟା ୫.୩୦ଟା ପାଖାପାଖିଗୋପାଳପୁରଠାରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ ।ତେବେ ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।
Extremely Severe Cyclonic Storm FANI about 540 km south-southwest of Puri at 2330 hrs IST of 01st May, 2019. To cross Odisha coast around Puri during 3rd May. https://t.co/wRl94BRtm1pic.twitter.com/zl6CCRUMBK
— India Met. Dept. (@Indiametdept) May 1, 2019
ପାଣିପାଗବିଭାଗପକ୍ଷରୁକୁହାଯାଇଛିଯେ, ସ୍ଥଳଭାଗଛୁଇଁବାବେଳକୁପବନରବେଗ୧୭୦ରୁ୧୮୦କିଲୋମିଟରରହିବ।ଏହି ବେଗ ୨୦୦ କିଲୋମିଟରକୁ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବାତ୍ୟାଫନିନେଇପ୍ରତିରକ୍ଷାମନ୍ତ୍ରାଳୟପକ୍ଷରୁମଧ୍ୟସୂଚନାଦିଆଯାଇଛି।୨୦ଟିଟିମ୍ କୋଷ୍ଟଗାର୍ଡଟିମ୍ ମୁତୟନକରାଯାଇଛି।ପ୍ରାକୃତିକବିପର୍ଯ୍ୟୟକୁକଡ଼ାମୁକାବିଲାପାଇଁନଜରରଖାଯାଇଛି।
ଆସନ୍ତା୩ତାରିଖରେପୁରୀଉପକୂଳଛୁଇଁବଅତିଭୟଙ୍କରରୂପଧାରଣକରିଥିବାବାତ୍ୟାଫୋନି।ବାତ୍ୟାଫୋନିଓଡିଶାଉପକୂଳଆଡକୁଯେତିକିମାଡିଆସୁଛିଜନସାଧାରଣଙ୍କମନରେଭୟସେତିକିବଢିବାରେଲାଗିଛି।ଆଉଏସବୁଭିତରେଫୋନିରମୁକାବିଲାକରିବାପାଇଁସଚିବାଳୟରେସମୀକ୍ଷାବୈଠକକରିଛନ୍ତିମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ।ମୁଖ୍ୟଶାସନସଚିବଓବିଭାଗୀୟସଚିବଙ୍କସହଆଲୋଚନାପରେନବୀନଫୋନିମୁକାବିଲାନେଇଗଣମାଧ୍ୟମରେବଡବୟାନଦେଇଛନ୍ତି।
ସମୀକ୍ଷାବୈଠକପରେନବୀନକହିଛନ୍ତି, ବାତ୍ୟାଫୋନିରମୁକାବିଲାପାଇଁଆମେସମ୍ପୂର୍ଣ୍ଣପ୍ରସ୍ତୁତ।ସମସ୍ତଙ୍କଜୀବନଅମୂଲ୍ୟ, ତେଣୁପ୍ରଭାବିତହେବାକୁଥିବାଅଞ୍ଚଳରେ୧୦୦ପ୍ରତିଶତସ୍ଥାନାନ୍ତରଉପରେଫୋକସକରିବାକୁମୁଖ୍ୟମନ୍ତ୍ରୀନିର୍ଦ୍ଦେଶଦେଇଛନ୍ତି।ଏହାବାଦ୍ପ୍ରଭାବିତହେବାକୁଥିବାଅଞ୍ଚଳରେବିଦ୍ୟୁତ୍ସେବା, ପାନୀୟଜଳସେବାଓଯୋଗାଯୋଗଉପରେଗୁରୁତ୍ୱଦେବାକୁବିଭାଗୀୟସଚିବଙ୍କୁନିର୍ଦ୍ଦେଶଦେଇଛନ୍ତିମୁଖ୍ୟମନ୍ତ୍ରୀ।