ଭୁବନେଶ୍ୱର: ଭୁବନେଶ୍ୱରରେ ସୋମବାର ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବିଶାଳ ଚାଷୀ ମହାସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିବେ।
/sambad/media/post_attachments/wp-content/uploads/2018/11/bbsr1-300x225.jpg)
ଏଥି ପାଇଁ ରବିବାର ଭୁବନେଶ୍ୱର ଉପକଣ୍ଠ ହଂସପାଳ ଓ ତମାଣ୍ଡୋରେ ହଜାର ହଜାର ଚାଷୀ ଏକାଠି ହୋଇଛନ୍ତି। ରାତି ପାହିଲେ ସେମାନେ ଭୁବନେଶ୍ୱର ମହାନଗର ଅଭିମୁଖେ ପ୍ରବେଶ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/bbsr.jpg)