ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପଳାଶପିଠିଆଗୋଡ଼ା ଗ୍ରାମର ଚାଷୀ ଜଗନ୍ନାଥ ମହାପାତ୍ର (୫୯) ବୁଧବାର ମଧ୍ୟାହ୍ନରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଋଣ ଭାର ସହି ନପାରି ସେ ଏପରି କରିଥିବା କୁହାଯାଉଛି। ଜଗନ୍ନାଥ ଦୀର୍ଘଦିନରୁ ଅଭାବରେ ଥାଇ ବିଭିନ୍ନ ସୂତ୍ରରୁ ଋଣ କରିଥିଲେ। ଋଣ ଶୁଝିବା ନେଇ ଚିନ୍ତାରେ ରହୁଥିଲେ। ଫଳରେ ମାନସିକ ଭାରସାମ୍ୟ ହରାଇ ଆଜି କୀଟନାଶକ ପିଇ ଦେଇଥିଲେ।
କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/08/farmer-suicide-bkf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)