କଟକ: ଗୋଟିଏ ପରିବାରର ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ରେ ଥିବା ଏକ ଭଡ଼ା ଘରୁ ମୁମୂର୍ଷୁ ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଉଦ୍ଧାର ଉଦ୍ଧାର କରାଯାଇଛି। ୩ ଜଣଙ୍କୁ ପୁଲିସ ଉଦ୍ଧାର କରି ଏସ୍ସିବି ମେଡିକାଲରେ ଭର୍ତ୍ତି କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି।
କଟକରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ଏସସିବିରେ ଭର୍ତ୍ତି
/sambad/media/post_attachments/wp-content/uploads/2023/06/scb-scbmch.nic_.in_-2.jpg)