ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ସିକବାଡ଼ି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ସହ ଦୁଷ୍କର୍ମ କରିଥିବା ଘଟଣାରେ ବାପା ଓ ଦାଦା ମିଶି ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ଜଣକ ଝାଡ଼ଖଣ୍ଡ ଅଞ୍ଚଳର ନିରୁପାଲ ମେହେଟ୍ଟା ବୋଲି ସୂଚନା ରହିଛି। ଦୁଇ ହତ୍ୟାକାରୀ କୃଷ୍ଣଚନ୍ଦ୍ର ପ୍ରଧାନ ଓ ତରଣୀସେନ ପ୍ରଧାନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
ନାବାଳିକା ଝିଅ ସହ ଦୁଷ୍କର୍ମ: ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ବାପା ଓ ଦାଦା
/sambad/media/post_attachments/wp-content/uploads/2023/07/img_1610522391725_579.jpg)