ଷ୍ଟାର୍‌ ଫିଲ୍ମ ଆୱାର୍ଡ ଉତ୍ସବ ସ୍ଥଗିତ

ଭୁବନେଶ୍ବର : ଚଳଚ୍ଚିତ୍ର ତାରକାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆସନ୍ତାକାଲି ୯ ତାରିଖ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ‘ଷ୍ଟାର୍‌ ଫିଲ୍ମ ଆୱାର୍ଡ’ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଆୟୋଜନ କମିଟିର ଅଧ୍ୟକ୍ଷ ‌ରମେଶ ବାରିକ ଜଣାଇଛନ୍ତି। ଖରାପ ପାଗ ‌ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ‌େସ କହିଛନ୍ତି।

ସମ୍ବନ୍ଧିତ ଖବର