ଦାନଗଦୀ : ଦାନଗଦୀ ବ୍ଲକ୍ ରାଛିପୁର ପଞ୍ଚାୟତରେ ଥିବା ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟି ଏହା ନିକଟରେ ଥିବା ଛଣ ଗଦା ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଫାର୍ମରେ ଥିବା ଗୋରୁଗାଈ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯାଜପୁରରୋଡରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଫାର୍ମ ହାଉସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଗାଈ
/sambad/media/post_attachments/wp-content/uploads/2021/02/danagadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)