ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ରେ ନିଆଁ

ସମ୍ବଲପୁର : ଶନିବାର ମଧ୍ୟରାତ୍ରିରେ ୧୮୪୦୬ ନମ୍ବର ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ବରଗଡ଼ ରୋଡ୍‌ ଷ୍ଟେସନରେ ପହଞ୍ଚି ଥିବାବେଳେ ଏହାର ବି୩ (ତୃତୀୟ ଶ୍ରେଣୀ ଏସି) କୋଚ୍‌ରେ ନିଆଁ ଲାଗିଥିଲା। ଧୁଆଁ ଉଠିବା ଦେଖି ଯାତ୍ରୀଙ୍କଠୁ ଖବର ପାଇଲା ପରେ ତୁରନ୍ତ ନିଆଁକୁ ଆୟତ୍ତ କରା ଯାଇଥିଲା। ନିଆଁ ଲିଭା ଯିବା ପରେ ରାତି ୧୨ଟା ୫୦ରେ ଟ୍ରେନ୍‌ ବରଗଡ଼ ଛାଡ଼ିଥିଲା।

ସମ୍ବନ୍ଧିତ ଖବର