କଣ୍ଟାବଣିଆ : ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ସ୍ଥିତ ଭୂଷଣ କାରଖାନାର ପାଓ୍ଵାର ପ୍ଲାଣ୍ଟ କନଭେର ବେଲ୍ଟରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ଘଟଣା ଘଟିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଭୂଷଣ କାରଖାନା ସମେତ ବାହାର ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ।
ଭୂଷଣରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2018/02/Bhushan-steel-plant1.jpg)
/sambad/media/agency_attachments/2024-07-24t043029592z-sambad-original.webp)