ଜୟପାଟଣା : ଜୟପାଟଣା ମୁଖୀଗୁଡ଼ା ପଞ୍ଚାୟତ ତାଳଗୁଡ଼ ଗାଁରେ ଥିବା କେଶବ ବିଶିଙ୍କ କୁକୁଡ଼ା ଫାର୍ମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଠାରେ ଥିବା ୬ଶହ କୁକୁଡ଼ା ଚିଆଁ ପୋଡ଼ି ଯାଇଥିଲେ। ଜୟପାଟଣା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment