ଚଣ୍ତିଖୋଲ : ବଡଚଣା ବ୍ଲକ୍ ତଥା ଦର୍ପଣ ତହସିଲ ଅଧୀନ ଚାରିନଙ୍ଗଳ ପଞ୍ଚାୟତ ଝରକୂଳ ଗ୍ରାମରେ ଶୁକ୍ରବାର ରାତି ୮ଟାରେ ଅଗ୍ନିକାଣ୍ଡ ଘଟି ସେକ୍ ସମସରଙ୍କ ଦୁଇ ବଖରା ସହ ୪ ବଖରା ଜଳିଯାଇଛି। ପଳରେ ଗୁହାଳ ଘରେ ଥିବା ଗାଈବାଝୁରି, ୪ ଛେଳି ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଝରକୂଳରେ ଅଗ୍ନିକାଣ୍ତ : ୪ ବଖରା ଜଳିଗଲା, ଗାଈବାଛୁରି ସହ ୪ ଛେଳି ଜୀବନ୍ତଦଗ୍ଧ
/sambad/media/post_attachments/wp-content/uploads/2021/02/fire-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)