ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀରରେ ଥିବା ପୁରାତନ ଶିକ୍ଷାନୁଷ୍ଠାନ ତଥା ଏବେକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ନିଆଁ ଲାଗିଥିବା ଖବର ମିଳିଛି। ସେହି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପ୍ରଶାସନିକ ବିଲ୍ଡିଂରେ ନିଆଁ ଲାଗିଥିବାର ପ୍ରାଥମିକ ସୂଚନା ମିଳିଛି।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଏବଂ ତାହା ଦ୍ୱାରା କି କ୍ଷତି ହୋଇଛି ସେ ସଂପର୍କରେ ଅଦ୍ୟାବଧି ସବିଶେଷ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର