ରାମଚନ୍ଦ୍ରପୁର: ଗୋଟିଏ ଦିନରେ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ୪ଟି ସ୍ଥାନରେ ଅଗ୍ନିକାଣ୍ତ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ଆଜି ମଧ୍ୟାହ୍ନରେ ଗଡ଼ବାନ୍ଧଗୋଡ଼ା କାଜୁ ଜଙ୍ଗଲରେ ନିଆଁ ଲାଗି କାଜୁଗଛ ପୋଡ଼ି ନଷ୍ଟ ହୋଇଯାଇଛି।
ସୁଆଁଳୋ ଗ୍ରାମର ଚତୁର୍ଭୁଜ ସାହୁଙ୍କ ଘର ଅଗଣାରେ, ବରାଙ୍ଗ ମାଝୀସାହିର ନବ ମାଝୀ ଏବଂ ଖଡ଼ିକାଶୁଳବାହାଳିର ମାଇନ ମହାରଣାଙ୍କ ବାଡ଼ିରେ ଥିବା ପାଳଗଦା ପୋଡ଼ି ପାଉଁଶ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/20-7.jpg)