ସାକ୍ଷୀଗୋପାଳ : ପୁରୀ-ଦୁର୍ଗ ଏକ୍ସପ୍ରେସ୍ ଟ୍ରେନରେ ଅଘଟଣ । ଅଳ୍ପକେ ଟଳିଲା ବିପଦ । ଶନିବାର ଦିନ ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀରୁ ଛାଡ଼ିବା ପରେ ସାକ୍ଷୀଗୋପାଳ ଓ ପୁରୁଷୋତ୍ତମପୁର ମଝି ଅଞ୍ଚଳରେ ଏହାର ବ୍ରେକରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ରେଳବାଇ ବିଭାଗର କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ଟ୍ରେନଟି ଯାଇ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ରେ ପହଞ୍ଚିଛି। ଏହିଅଗ୍ନିକାଣ୍ହରେ ଟ୍ରେନ ଓ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।
ପୁରୀ-ଦୁର୍ଗ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2023/05/ppfff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)