ସାପ କାମୁଡ଼ାରେ ବାଳିକା ମୃତ         

Advertisment
ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ବରଗଡ଼: ସୋହେଲା ଥାନା ଅନ୍ତର୍ଗତ ସାର୍ଗୁଣାପାଲି ବୈରାଗଟିକ୍ରାଠାରେ ସାପ କାମୁଡ଼ାରେ ଜଣେ ୧୪ ବର୍ଷିୟା ବାଳିକାର ମୃତ୍ୟୁ ଘଟିଛି। ମୃତ  ବାଳିକାଟି ଅଙ୍କିତା ସାହୁ (୧୪) ବୋଲି ଜଣାପଡ଼ିଛି। ଗତ ରାତିରେ ଘରେ ଶୋଇଥିବା ବେଳେ ଅଙ୍କିତାକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

ତାକୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ଅଙ୍କିତାର ମୃତ୍ୟୁ ଘଟିଥିଲା। ଅଙ୍କିତା ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe