ଜୟପୁର: ଶୁକ୍ରବାର ରାତିରେ ଜୟପୁର ସଦରଥାନା ପୁଲିସ ଅଚାନକ ଭାବେ ଗାଗନାପୁର ପାଣ୍ଡି ଅର୍ନ୍ତଗତ ବାଗ୍ରାଗୁଡା ଗାଁରେ ଚାଳୁଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲେ। ସେଠାରୁ ୫ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ ୩୬ହଜାର ଟଙ୍କା ଜବତ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଜୁଆଡ୍ଡିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲେ।
ଜୁଆଆଡ୍ଡାରେ ଚଢ଼ାଉ, ୫ଜୁଆଡ଼ି ଗିରଫ
/sambad/media/post_attachments/wp-content/uploads/2024/03/jpr-juadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)